ଫଟୋରେ ଦେଖନ୍ତୁ କୋଲକାତା ପ୍ରସିଦ୍ଧ ଦୁର୍ଗା ପୂଜା
ନବଦୁର୍ଗା, ନବରାତ୍ରୀ ଏବଂ ଦୁର୍ଗା ପୂଜା ନାମ ଅନେକ, କିନ୍ତୁ ଭକ୍ତି ଗୋଟିଏ। ଯଦିଓ ନବରାତ୍ରୀ ସମଗ୍ର ବିଶ୍ବରେ ପାଳନ କରାଯାଏ, କିନ୍ତୁ ପଶ୍ଚିମବଙ୍ଗର ଦୃଶ୍ୟ ନିଆରା । ସୁଜ୍ଜିତ ପାଣ୍ଡାଲ୍, ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ମା’ ଦୁର୍ଗାଙ୍କ ଚମତ୍କାର ଚେହେରା ଏବଂ ସିନ୍ଦୁର ଖେଳ ଅନ୍ୟ…