Browsing Tag

Do

ଭୁଲିରେ ବି ପର୍ସରେ ରଖନ୍ତୁ ନାହିଁ ଏହି ଜିନିଷ, ଅନ୍ୟଥା କାଙ୍ଗାଳ ନିଶ୍ଚିତ

ସମସ୍ତେ ଚାହାଁନ୍ତି ଯେ, ପର୍ସରେ ସର୍ବଦା ଟଙ୍କା ଭରି ରହିଥାଉ। ଯାହା ଦ୍ବାରା ସହଜରେ ଆରାମଦାୟକ ଜିନିଷ କିଣି ପାରିବା। କିନ୍ତୁ ବେଳେବେଳେ ଏମିତି ହୁଏ, ବହୁତ କଠିନ ପରିଶ୍ରମ ପରେ ସତ୍ତ୍ବେ ଅର୍ଥର ଅଭାବ ଦେଖାଦିଏ। ତେବେ ଜାଣିଶୁଣି କିମ୍ବା ଅଜାଣତରେ ଆପଣ କିଛି ଭୁଲ୍ ଏହାର କାରଣ ହୋଇପାରେ।…