କେବଳ ଭାରତରେ ନୁହେଁ, ଏହି ଦିନ ଅନ୍ୟ ଦେଶରେ ବି ପାଳନ ହୁଏ ସ୍ୱାଧୀନତା ଦିବସ
ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତୀୟମାନେ ସ୍ୱାଧୀନତା ଦିବସ ପାଳନ କରିଆସୁଛନ୍ତି | ଏହି ଦିନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରାଯାଏ | ବ୍ରିଟିଶମାନଙ୍କ କବଳରରୁ ମୁକ୍ତି ପାଇବା ପାଇଁ ଭାରତୀୟମାନେ ଦୀର୍ଘ ସଂଘର୍ଷ ପରେ ୧୫ ଅଗଷ୍ଟରେ ସ୍ବାଧୀନତା ଲାଭ ହୋଇଥିଲେ। ସେବେଠାରୁ ଭାରତରେ…