ଭଲ ଖବର ଗର୍ଭଯନ୍ତ୍ରଣାରୁ ମୁକ୍ତି, ପିଲା ଜନ୍ମ କରିବ ମେସିନ୍ ବୈଜୟନ୍ତୀ ନାୟକ Feb 2, 2023 ଏହା ହେଉଛି ମଣିଷର ଭବିଷ୍ୟତ । ପୁରୁଷମାନେ ରହିବେ ନାହିଁ । ନକଲି ଗର୍ଭରୁ ପିଲାମାନେ ଜନ୍ମ ହେବେ । ମେସିନ୍ ଗର୍ଭରୁ । କିପରି?