ବେଆଇନ ସମ୍ପତ୍ତି ଦଖଲ ହେଲେ, କ’ଣ କରିବେ ? ଜାଣନ୍ତୁ କ’ଣ ରହିଛି ଆଇନଗତ ପ୍ରକ୍ରିୟା…
ସମ୍ପତ୍ତି ଉପରେ ମାଲିକର ମାଲିକାନା ଏକ ଆଇନଗତ ଅଧିକାର । ମାଲିକର ଇଚ୍ଛା ବିରୁଦ୍ଧରେ କୌଣସି ବାହାର ଲୋକ ସମ୍ପତ୍ତି ଉପରେ ମାଲିକାନା ଜାହିର କରିପାରିବେ ନାହିଁ। ସମ୍ପତ୍ତି ପାଇଁ ସମାଜରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଛୁରୀ ଏବଂ ବନ୍ଧୁକ ମୁନରେ ଅନ୍ୟର ସମ୍ପତ୍ତି ଉପରେ ଅତି…