ପ୍ରେରଣାର ଉତ୍ସ ଜେଜେମା; କେବଳ ଦେଶ ନୁହେଁ, ବିଦେଶରେ ବି ଚାଲିଛି ବ୍ୟବସାୟ
ଜେଜେମା କାହାଣୀ ଶୁଣିଥିବେ, ଜେଜେମା ନୁକ୍ସା ବା ଘରୋଇ ପଦ୍ଧତି ବିଷୟରେ ଶୁଣିଥିବେ। କିନ୍ତୁ ଜେଜେମାଙ୍କ ବ୍ୟବସାୟ ବିଷୟରେ ଶୁଣିଛନ୍ତି କି ?
ଆଜ୍ଞା ହଁ, ଯେଉଁ ବୟସରେ ମଣିଷ ଅନ୍ୟ ଉପରେ ନିର୍ଭର ହୁଏ, ସେହି ବୟସରେ ଏହି ଜେଜେମା ଜଣଙ୍କ ଷ୍ଟାର୍ଟଅପ୍ ଅନଲାଇନ୍ ବ୍ୟବସାୟ ଚଳାଉଛନ୍ତି। ଆମେ…