Browsing Tag

brides

ଭାରୀ ଅଳଙ୍କାର, ପୋଟଳି ବ୍ୟାଗ୍, ଗାଢ ଲିପଷ୍ଟିକ୍… ଏଭରଗ୍ରୀନ୍ ବିୟୁଟି ରେଖା

ଯେବେ ବି ସୌନ୍ଦର୍ଯ୍ୟ, ଫ୍ୟାଶନ୍ ଏବଂ ଷ୍ଟାଇଲ୍ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ବଲିଉଡ ଅଭିନେତ୍ରୀ ରେଖା ନିଶ୍ଚିତ ଭାବରେ ମନକୁ ଆସନ୍ତି। ବୟସର ଛାପ ଏବେ ବି ଛୁଇଁ ପାରିନି ତାଙ୍କୁ । କୁହାଯାଏ ସେ ସବୁଦିନିଆ ସୁନ୍ଦରୀ ରହିବାର ବରପ୍ରାପ୍ତ କରିଛନ୍ତି। ବଲିଉଡର ଏଭରଗ୍ରୀନ୍ ବିୟୁଟି ରେଖା…