ପିଲାଙ୍କୁ କୁକୁର କାମୁଡ଼ିଲେ କ’ଣ କରିବେ ?
ପିଲାମାନେ ସ୍ବଭାବରେ କୋମଳ ହୋଇଥାନ୍ତି। ସେମାନେ ସମସ୍ତଙ୍କ ସହିତ ଅତି ସହଜରେ ମିଶିଯାଆନ୍ତି। କୁକୁରମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହୁଏ ତାହା ସେମାନଙ୍କୁ ଜଣାନଥାଏ। ବେଳେବେଳେ ପିତାମାତା ସେମାନଙ୍କୁ ଏ ବିଷୟରେ ଅବଗତ କରାନ୍ତି ନାହିଁ, ଯାହା ଫଳରେ ଅସାବଧାନତାବଶତଃ ସେମାନେ କୁକୁର…