Browsing Tag

Bicycle

ବିଶ୍ୱ ସାଇକେଲ ଦିବସ ୨୦୨୨: ଦୈନିକ ୩୦ ମିନିଟ୍, ସ୍ୱାସ୍ଥ୍ୟକୁ ରଖେ ପୁରା ଫିଟ୍

ଆଜି ଅର୍ଥାତ୍ ଜୁନ୍ ୩ ରେ ବିଶ୍ୱ ସାଇକେଲ ଦିବସ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି। ଏହି ଦିନଟି ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସାଇକେଲ ଚଳାଇବାର ଉପକାର ବିଷୟରେ ଲୋକଙ୍କୁ ସଚେତନ କରିବା। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ରୋଗକୁ ଦୂର କରିବାରେ ସାଇକେଲ ସାହାଯ୍ୟ କରିଥାଏ। ଶରୀରକୁ…