Browsing Tag

BCCI

ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍‌‌ ହେବା ପାଇଁ ଗୌତମ ଗମ୍ଭୀରଙ୍କୁ ଆବେଦନ କରିବାକୁ ବିସିସିଆଇର ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ମୁଖ୍ୟ କୋଚ୍ ଅନ୍ବେଷଣରେ ବିସିସିଆଇ । ଉପଯୁକ୍ତ ପ୍ରାର୍ଥୀ ଖୋଜିବା ସହିତ ବିସିସିଆଇ ନୂତନ କୋଚ୍ ପାଇଁ ଆବେଦନର ଆହ୍ବାନ କରିଛି । ରାହୁଲ ଦ୍ରାବିଡଙ୍କ ପରେ ଏହି ହାଇପ୍ରୋଫାଇଲ ପଦରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ନିଯୁକ୍ତି…