ପିତାମାତାଙ୍କ ପାଇଁ ଦରକାରୀ ଟିପ୍ସ
ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରଥମ ଛଅ ମାସ ପାଇଁ ଶିଶୁକୁ କେବଳ ମା’ କ୍ଷୀର ଦିଆଯାଏ । ଛଅ ମାସ ପରେ ଶିଶୁକୁ କଠିନ ଖାଦ୍ୟ ଦିଆଯାଏ। କିନ୍ତୁ ଏହା ପିତାମାତାଙ୍କ ପାଇଁ ସହଜ ହୋଇନଥାଏ। ସେମାନଙ୍କୁ କଠିନ ଖାଦ୍ୟ ଖୁଆଇବା ଟିକେ କଷ୍ଟସାଧ୍ୟ ହୋଇଥାଏ, କାରଣ…