ମୋନଜ କୁମାର ନଥିଲେ ଆଜି ଅମିତାଭ ବଚନଙ୍କୁ ଆମେମାନେ ପରଦାରେ ପାଇନଥାନ୍ତୁ
ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ମନୋଜ କୁମାର ତଥା ଭରତ କୁମାରଙ୍କ ଅନୁପସ୍ଥିତି ଏବେ ସାରା ସିନେଜଗତକୁ ଅନୁଭବ ହେଉଛି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଜନ୍ମ ହୋଇଥିବା ମନୋଜ କୁମାର ଆଜି ଆଉ ଆମ ଗହଣରେ…