୭୦୦ ବର୍ଷ ପୁରୁଣା ଛାଡପତ୍ର ମନ୍ଦିର

 ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ସେମାନଙ୍କର ଅଜବ ଇତିହାସ ପାଇଁ ବେଶ ଜଣାଶୁଣା । ଆପଣ ଭାରତରେ ଏପରି ଅନେକ ସ୍ଥାନ ପାଇବେ । ଏଠାରେ ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଚକିତ ହେଇଯିବେ । ଏହି ମନ୍ଦିରକୁ ଛାଡପତ୍ର ମନ୍ଦିର କୁହାଯାଏ ।…

ଏସିଆର ସବୁଠାରୁ ମହଙ୍ଗା ବିଳାସପୂର୍ଣ୍ଣ ଟ୍ରେନ୍

ଟ୍ରେନରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଯାତ୍ରା କରିବା ସହ ଏହାର ସୁବିଧା କଥା ଆପଣ ଜାଣିଥିବେ । କିନ୍ତୁ କେବେ ଭାରତର ଲକଜୁରୀ ଟ୍ରେନରେ ଯାଇଛନ୍ତି । ଯଦି ଏହି ଫାଇଭ୍ ଷ୍ଟାର୍ ଟ୍ରେନରେ ଯାତ୍ରା କରି ନାହାଁନ୍ତି ତେବେ ସେ ବିଷୟରେ ଥରେ ଜାଣି ନିଅନ୍ତୁ । କିନ୍ତୁ…

ବ୍ଲୁ ଟୁଥ୍‌ ର ନାମ ବ୍ଲୁ ଟୁଥ୍‌ କାହିଁକି ହେଲା?

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା ଏହି ଟେକ୍ନଲୋଜିର ନାମ ବ୍ଲୁ ଟୁଥ୍‌ କାହିଁକି ହେଲା? ଜାଣନ୍ତୁ ସେ ସମ୍ପର୍କରେ… ଦେଖିବାକୁ ଗଲେ…

କଟକରେ ପ୍ରଥମେ କିଏ ଆରମ୍ଭ କରିଥିଲେ ଦୁର୍ଗାପୂଜା ?

କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା…

”ସାନ ସିନା ଦାନ ତା ମହାନ”: ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ‘ବାଜି ରାଉତ’

''ଏଡ଼ିକି ସେ ଅମାନିଆ ପିଲା ଫଉଜର ଗୁଳିଗୁଳା, ରଜା, ଝଡ଼ କିଛି ନ ମାନିଲା। ଧୂଳିଖେଳ ଛାଡ଼ି ଗୁଳି ଆଗେ ଜୀବନକୁ ହସିହସି ଦେଲା ସିନା ବାଢ଼ି ।'' ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ…

ଶାରଦୀୟ ଦୁର୍ଗାପୂଜା : ଦେବୀ ଦୁର୍ଗାଙ୍କ ନାଁ ଦୁର୍ଗା କାହିଁକି ?

ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ 'ଦଶହରା' କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଶକ୍ତିସ୍ୱରୂପିଣୀ ମା’ ଦୁର୍ଗା। କେଉଁଠି ସେ ଅଷ୍ଟଭୂଜା ତ ପୁଣି କେଉଁଠି କାତ୍ୟାୟନୀ। ସେ ଅଭୟ ବରଦାୟିନୀ ଆଉ ଦୁର୍ଗତୀନାଶିନୀ। ଦୁର୍ଗାପୂଜା ଆଜି ଘରେ ଘରେ ପରିଚିତ ଆଉ…