ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ରେ ଏହି ଦେଶରେ ଚଲାଇ ପାରିବେ ଗାଡି, ଆପଣଙ୍କୁ ଜୋରିମାନା ଦେବାକୁ ପଡିବ ନାହିଁ..
ଯେକୌଣସି ସ୍ଥାନକୁ ଏକ୍ସପ୍ଲୋର କରିବା ପାଇଁ ସଡକ ମାର୍ଗ ହେଉଛି ସର୍ବୋତ୍ତମ ଉପାୟ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ଅଛି ତେବେ ଆପଣ କେବଳ ଭାରତରେ ନୁହେଁ ଆହୁରି ଅନେକ ଦେଶ ମଧ୍ୟ ଭ୍ରମଣ କରିପାରିବେ। ଯାତ୍ରା କରିବାର ମଜା ସହିତ ଅନ୍ୟ ଦେଶର ଗାଡି ଚଳାଇବାର…