ଆନ୍ତର୍ଜାତୀୟ ନୃତ୍ୟ ଦିବସ 2024: ଦେଶରେ ନୁହେଁ, ବିଦେଶରେ ବି ଫେମସ୍ ଏହି ୫ କ୍ଲାସିକାଲ ଡାନ୍ସ….
ଆନ୍ତର୍ଜାତୀୟ ନୃତ୍ୟ ଦିବସ। ପ୍ରତିବର୍ଷ ଏପ୍ରିଲ ୨୯ ତାରିଖରେ ସମଗ୍ର ବିଶ୍ୱରେ ଏହି ମହାନ ଦିବସକୁ ପାଳନ କରାଯାଏ। ଅନେକ ଲୋକ ନୃତ୍ୟକୁ କେବଳ ମନୋରଞ୍ଜନର ଏକ ମାଧ୍ୟମ ଭାବରେ ବିବେଚନା କରନ୍ତି, କିନ୍ତୁ ତାହା ନୁହେଁ। ଏହା ବହୁ ଉର୍ଦ୍ଧ୍ବରେ..। ପ୍ରାଚୀନ କାଳରେ, ନୃତ୍ୟ ମାଧ୍ୟମରେ ବିଭିନ୍ନ…